![No Image](https://bhauja.com/wp-content/themes/mh-magazine-lite/images/placeholder-medium.png)
ବାବା ସଲେଇଲେ ମାତା ହଲେଇଲେ – Baba Saleile Mata Haleile
କେଡେ ବାବା ସେ ଯେ ସାରଥି ସୁର ଆଶ୍ରମ ନାମରେ କରନ୍ତି ଘର | ସଦା ମେଲା ତାଂକ ଘରର ଦ୍ୱାର ଦୁଖିଃ ରଂକୁଣୀ କୁ ଦିଅନ୍ତି ବର | ଭକ୍ତମାନେ କେତେ କରନ୍ତି ଦାନ ଝିଅ ମାନେ ଢାଳି ଦିଅନ୍ତି ମାନ । ବୋଲୁ ଥାନ୍ତି ବାବା ଭଗବାନ ତାଂକ ଗୁଣ କୁ ଦେଇ ସନମାନ । କେତେ ପେଲା ଖାଇ ବାବାଂକ ପାଖେ ନିତି ପିଉଥାନ୍ତି ବିର୍ଜରୁ […]