ବାଣ୍ଡ ଠିଆ ହୁଏ କାହିଁକି – Banda Thia Hue Kanhiki

ବହୁତ ପୁରୁଣା ଗପ । କିନ୍ତୁ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ପୁରାଣ ରୁ ସଂଗୃହିତ ।
ଏକଦା ସ୍ଵର୍ଗରେ ଏକ ଆଲଚନା ର ବ୍ୟବସ୍ତା ହାଇଥିଲା । ସମସ୍ତ ଦେବତା ଏକତ୍ରିତ ହାଇଥଲେ । ମହାରାଜ “ବାଣ୍ଡେଶ୍ଵର ” (ଏବେ ଆମେ ଯାହାଙ୍କୁ ବାଣ୍ଡ ନାମରେ ଜାଣୁ ) ସେତେବେଳେ ମର୍ତ୍ତ ର ରାଜା ଥିଲେ . ସେ ମଧ୍ୟ ଉପସ୍ଥିତ ହାଇଥିଲେ । ସେ ବହୁତ ଅହଙ୍କାରୀ ରାଜା ଥିଲେ । ସମସ୍ତ ଦେବତା ଏବଂ ରାଜା ମାନେ ସ୍ଥାନ ଅଳଙ୍କୃତ କାଲେ । ମହାରାଣୀ “ବିଏଶ୍ଵରୀ ” ମୁଖ୍ୟ ଅତିଥି ରୂପରେ ଆସିଥିଲେ । ବିଏଶ୍ଵରୀ ଯେତେବେଳେ ପ୍ରବେଶ କଲେ । ସମସ୍ତ ଦେବତା ଏବଂ ରାଜା ମହାରାଜା ମାନେ ତାଙ୍କୁ ସଂମାନ ଜଣାଇବାକୁ ଠିଆ ହେଲେ ।

କିନ୍ତୁ ଅହଙ୍କାରୀ ରାଜା ବାଣ୍ଡେଶ୍ଵର ଠିଆ ହେଲେ ନହିଁ । ଏହେଦେଖି ରାଣୀ ବିଏଶ୍ଵରୀ କ୍ରଧନ୍ନିତ ହୋଇଗଲେ । ଏବଂ ବାଣ୍ଡେଶ୍ଵର କୁ ଅଭିଶାପ ଦେଲେ । ” ରେ ମୂର୍ଖ ରାଜା ବାଣ୍ଡୁ ତ ଅହଂକାର ଚୁର୍ଣ ହୋଇଯିବ , ତୁ ସବୁବେଳେ ଠିଆହୋଇ ରହିବୁ ” । ଆହା ଶୁଣି ରାଜା ବହୁତ ଦୁଖୀ ହେଲେ ଏବଂ ବିଏଶ୍ବରୀଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ । ବିଏଶ୍ବରୀଙ୍କ ହୃଦୟ ତରଳି ଗଲା । ସେ କହିଲେ ମ ଅଭିଶାପ ତ ଖଣ୍ଡିତ ହେବନାହିଁ କିନ୍ତୁ କହଳ ହୋଇପାରେ । ତୁ 7 ରୁ 60 ବର୍ଷ ପର୍ଯ୍ୟନ୍ତ ଠିଆ ହୋଇପାରିବୁ । ଏବଂ ଦିନରେ 20 ଥର ଠିଆ ହବୁ । ସବୁଠାରୁ ସକାଳୁ ତୁ ଉଠିବୁ ଏବଂ ମର ନାମ ଜପ କରିବୁ । ଏବଂ ମତେ ଦେଖିଲେ ତୁ ନିଶ୍ଚୟ ଠିଆ ହେବୁ ।

“ବାଣ୍ଡେଶ୍ଵରଙ୍କ” ମନ୍ତ୍ରୀ “ପେଳୁଚରଣ” ସେଠାରେ ଉପସ୍ଥିତ ଥିଲେ ସେ ସମସ୍ତ କଥା ଶୁଣୁଥିଲେ । ଏବଂ ଦୁଖ ପ୍ରକାଶ କଲେ । ପେଳୁଚରଣ କହିଲେ ହେ ମହାରାଣୀ ତମେ ମ ପ୍ରଭୁଙ୍କୁ ଅଭିଶାପ ଦେଲ ମୁ ବି ତମକୁ ଅଭିଶାପ ଦେଉଛି ତମେ ମାସରେ ଥରେ ରକ୍ତ ବାନ୍ତି କରିବ । ସେହି ଦିନଠାରୁ “ବାଣ୍ଡ” ଠିଆ ହୁଏ ଏବଂ ବିଆ ରୁ “ମେନ୍ସ” ହୁଏ ।

(ଶେଷ)

ପଢିଥିବା ପାଇଁ ଅଶେଷ ଧନ୍ୟବାଦ ।

[AD] Find Latest Stories Online For Free

Connection failed: Access denied for user 'd2db43901178072'@'160.153.158.145' (using password: YES)