ବାଣ୍ଡ ଠିଆ ହୁଏ ଏବଂ ବିଆ ରୁ ମେନ୍ସ ହୁଏ କାହିଁକି? – Banda Thia Hue Ebang Bia Ru Mens Hue Kanhiki?

ବହୁତ ପୁରୁଣା ଗପ । କିନ୍ତୁ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ପୁରାଣରୁ ସଂଗୃହିତ ।
ଏକଦା ସ୍ଵର୍ଗରେ ଏକ ଆଲଚନାର ବ୍ୟବସ୍ଥା ହୋଇଥିଲା । ସମସ୍ତ ଦେବତା ଏକତ୍ରିତ ହୋଇଥିଲେ ।
ମହାରାଜ “ବାଣ୍ଡେଶ୍ଵର ” (ଏବେ ଆମେ ଯାହାଙ୍କୁ ବାଣ୍ଡ ନାମରେ ଜାଣୁ ) ସେତେବେଳେ ମର୍ତ୍ତର ରାଜା ଥିଲେ . ସେ ମଧ୍ୟ ଉପସ୍ଥିତ ହୋଇଥିଲେ। ସେ ବହୁତ ଅହଙ୍କାରୀ ରାଜା ଥିଲେ । ସମସ୍ତ ଦେବତା ଏବଂ ରାଜା ମାନେ ସ୍ଥାନ ଅଳଙ୍କୃତ କଲେ।
ମହାରାଣୀ “ବିଏଶ୍ଵରୀ ” ମୁଖ୍ୟ ଅତିଥି ରୂପରେ ଆସିଥିଲେ । ବିଏଶ୍ଵରୀ ଯେତେବେଳେ ପ୍ରବେଶ କଲେ, ସମସ୍ତ ଦେବତା ଏବଂ ରାଜା ମହାରାଜା ମାନେ ତାଙ୍କୁ ସମ୍ମାନ ଜଣାଇବାକୁ ଠିଆ ହେଲେ ।କିନ୍ତୁ ଅହଙ୍କାରୀ ରାଜା ବାଣ୍ଡେଶ୍ଵର ଠିଆ ହେଲେ ନାହିଁ । ଏହାଦେଖି ରାଣୀ ବିଏଶ୍ଵରୀ କ୍ରୋଧ୍ବନିତ ହୋଇଗଲେ । ଏବଂ ବାଣ୍ଡେଶ୍ଵର କୁ ଅଭିଶାପ ଦେଲେ । ” ରେ ମୂର୍ଖ ରାଜା ବାଣ୍ଡୁ ତୋ ଅହଂକାର ଚୁର୍ଣ ହୋଇଯିବ , ତୁ ସବୁବେଳେ ଠିଆହୋଇ ରହିବୁ ” । ଏହା ଶୁଣି ରାଜା ବହୁତ ଦୁଖୀ ହେଲେ ଏବଂ ବିଏଶ୍ବରୀଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ । ବିଏଶ୍ବରୀଙ୍କ ହୃଦୟ ତରଳି ଗଲା । ସେ କହିଲେ ମ ଅଭିଶାପ ତ ଖଣ୍ଡିତ ହେବନାହିଁ କିନ୍ତୁ କହଳ ହୋଇପାରେ । ତୁ 7 ରୁ 60 ବର୍ଷ ପର୍ଯ୍ୟନ୍ତ ଠିଆ ହୋଇପାରିବୁ । ଏବଂ ଦିନରେ 20 ଥର ଠିଆ ହବୁ । ସବୁଠାରୁ ସକାଳୁ ତୁ ଉଠିବୁ ଏବଂ ମୋର ନାମ ଜପ କରିବୁ । ଏବଂ ମତେ ଦେଖିଲେ ତୁ ନିଶ୍ଚୟ ଠିଆ ହେବୁ । “ବାଣ୍ଡେଶ୍ଵରଙ୍କ” ମନ୍ତ୍ରୀ “ପେଳୁଚରଣ” ସେଠାରେ ଉପସ୍ଥିତ ଥିଲେ ସେ ସମସ୍ତ କଥା ଶୁଣୁଥିଲେ । ଏବଂ ଦୁଖ ପ୍ରକାଶ କଲେ । ପେଳୁଚରଣ କହିଲେ ହେ ମହାରାଣୀ ତମେ ମ ପ୍ରଭୁଙ୍କୁ ଅଭିଶାପ ଦେଲ ମୁ ବି ତମକୁ ଅଭିଶାପ ଦେଉଛି ତମେ ମାସରେ ଥରେ ରକ୍ତ ବାନ୍ତି କରିବ ।ସେହି ଦିନଠାରୁ “ବାଣ୍ଡ” ଠିଆ ହୁଏ ଏବଂ ବିଆ ରୁ “ମେନ୍ସ” ହୁଏ ।

Install a new chat app and make fun with friends. Download Now

Subscribe Us

Get New Story On Your Email!

Place Your Feedback (No Personal Data mob no, email id, facebook, whatsapp etc.)

%d bloggers like this: