ସୁରକ୍ଷିତ ଯୌନ ସମ୍ବନ୍ଧରେ କଣ୍ଡମର ଆବଶ୍ୟକତା – Surakhita Jouna Sambandhare Condom Ra Abasyakata
ନିରୋଧକ (Condom) ସୃଷ୍ଟିର ନିୟମ ଅନୁଯାଇ ପୁରୁଷର ଲିଙ୍ଗ ଓ ନାରୀର ଯୌନାଙ୍ଗ ମିଶିବା ଦ୍ୱାରା ଦୁଇ ଦେହରେ ଅପୂବର କାମନାର ଜ୍ୱାଳା ସୃଷ୍ଟି ହୁଏ | ସୃଷ୍ଟିରେ ଜନ୍ମ ସମସ୍ତ ପଶୁ ପକ୍ଷୀଙ୍କୁ ଯୌନ କରିବା ନିହାତି ଆବଶ୍ୟକ | ପେଟର ଭୋକରୁ ବଂଚିବା ପାଇଁ ସମସ୍ତେ ଖାଦ୍ୟ ଖାଆନ୍ତି ସେହିଭଳି ଦେହର କାମନା ପୁରାଣ କରିବା ପାଇଁ ସମ୍ଭୋଗ ନିତ୍ୟାନ୍ତ ଆବଶ୍ୟକ | ମଣିଷ ଗୋଟେ ନିର୍ଦ୍ଧିଷ୍ଟ […]