ରବିବାର ଅଫିସରେ ମମତା ସହିତ ମଜା – Rabibar Office Re Mamata Sahita Maja
ବଜାରରୁ ଫେରିବା ବେଳକୁ ମୋ ପତ୍ନୀ ରୀନା କହିଲା ଯେ ଅଫିସରୁ ଫୋନ ଆସିଥିଲା ।ଅଗତ୍ୟା ତରବର ହୋଇ ଫୋନ କଲାବେଳେ ଜାଣିବାକୁ ପାଇଲି ଯେ ଅଫିସରେ ଗତ ରାତିରେ ସର୍ଟ ସର୍କିଟ୍ ହୋଇ କିଛି କଂପ୍ୟୁଟର ନଷ୍ଟ ହୋଇଯାଇଛି ।ତେଣୁ ଗାଧୋଇସାରି ଅଫିସକୁ ଧାଇଁଲି ।ଆମ ଅଫିସର କଂପ୍ୟୁଟର ଅପରେଟର ମମତା ସେଇଠି ଥିଲା । ସତକୁ ସତ ବହୁତ୍ ଗୁଡ଼ାଏ କଂପ୍ୟୁଟରର ତାର ସବୁ ଜଳି ଯାଇଥିଲା […]