![No Image](https://bhauja.com/wp-content/themes/mh-magazine-lite/images/placeholder-medium.png)
ସେବତି ଖୁଡ଼ିର ମାଂସାଳ ଦୁଧ – Sebati Khudi Ra Masala Dudha
ମୋର ଯେତେବେଳେ ରାଉରକେଲାରୁ ଭୁବନେଶ୍ବର ବଦଳି ହେଲା, ସେତେବେଳେ ଯାଇ କୋଉଠି ରହିବି ବୋଲି ଭାରି ଚିନ୍ତାରେ ପଡିଲି । ସାଙ୍ଗେ ସାଙ୍ଗେ ଯେ ଭଲ ଘରଟିଏ ମିଳିବ ତା’ର କିଛି ଠିକଣା ନଥିଲା । ତା ସାଙ୍ଗକୁ ବାଚେଲରଙ୍କୁ ଘର ମିଳିବା ଏକ କଠିନ ବ୍ୟାପାର । ତେଣୁ ଭଲ ଘରଟିଏ ପାଇବା ପର୍ଯ୍ୟନ୍ତ ମୁଁ ମୋ ଶରତ ଦାଦାଙ୍କ ପାଖରେ ଆସି ରହିଲି । ଶରତ ଦାଦା […]