ବହୁତ ପୁରୁଣା ଗପ । କିନ୍ତୁ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ପୁରାଣରୁ ସଂଗୃହିତ ।
ଏକଦା ସ୍ଵର୍ଗରେ ଏକ ଆଲଚନାର ବ୍ୟବସ୍ଥା ହୋଇଥିଲା । ସମସ୍ତ ଦେବତା ଏକତ୍ରିତ ହୋଇଥିଲେ ।
ମହାରାଜ “ବାଣ୍ଡେଶ୍ଵର ” (ଏବେ ଆମେ ଯାହାଙ୍କୁ ବାଣ୍ଡ ନାମରେ ଜାଣୁ ) ସେତେବେଳେ ମର୍ତ୍ତର ରାଜା ଥିଲେ . ସେ ମଧ୍ୟ ଉପସ୍ଥିତ ହୋଇଥିଲେ। ସେ ବହୁତ ଅହଙ୍କାରୀ ରାଜା ଥିଲେ । ସମସ୍ତ ଦେବତା ଏବଂ ରାଜା ମାନେ ସ୍ଥାନ ଅଳଙ୍କୃତ କଲେ।
ମହାରାଣୀ “ବିଏଶ୍ଵରୀ ” ମୁଖ୍ୟ ଅତିଥି ରୂପରେ ଆସିଥିଲେ । ବିଏଶ୍ଵରୀ ଯେତେବେଳେ ପ୍ରବେଶ କଲେ, ସମସ୍ତ ଦେବତା ଏବଂ ରାଜା ମହାରାଜା ମାନେ ତାଙ୍କୁ ସମ୍ମାନ ଜଣାଇବାକୁ ଠିଆ ହେଲେ ।କିନ୍ତୁ ଅହଙ୍କାରୀ ରାଜା ବାଣ୍ଡେଶ୍ଵର ଠିଆ ହେଲେ ନାହିଁ । ଏହାଦେଖି ରାଣୀ ବିଏଶ୍ଵରୀ କ୍ରୋଧ୍ବନିତ ହୋଇଗଲେ । ଏବଂ ବାଣ୍ଡେଶ୍ଵର କୁ ଅଭିଶାପ ଦେଲେ । ” ରେ ମୂର୍ଖ ରାଜା ବାଣ୍ଡୁ ତୋ ଅହଂକାର ଚୁର୍ଣ ହୋଇଯିବ , ତୁ ସବୁବେଳେ ଠିଆହୋଇ ରହିବୁ ” । ଏହା ଶୁଣି ରାଜା ବହୁତ ଦୁଖୀ ହେଲେ ଏବଂ ବିଏଶ୍ବରୀଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ । ବିଏଶ୍ବରୀଙ୍କ ହୃଦୟ ତରଳି ଗଲା । ସେ କହିଲେ ମ ଅଭିଶାପ ତ ଖଣ୍ଡିତ ହେବନାହିଁ କିନ୍ତୁ କହଳ ହୋଇପାରେ । ତୁ 7 ରୁ 60 ବର୍ଷ ପର୍ଯ୍ୟନ୍ତ ଠିଆ ହୋଇପାରିବୁ । ଏବଂ ଦିନରେ 20 ଥର ଠିଆ ହବୁ । ସବୁଠାରୁ ସକାଳୁ ତୁ ଉଠିବୁ ଏବଂ ମୋର ନାମ ଜପ କରିବୁ । ଏବଂ ମତେ ଦେଖିଲେ ତୁ ନିଶ୍ଚୟ ଠିଆ ହେବୁ । “ବାଣ୍ଡେଶ୍ଵରଙ୍କ” ମନ୍ତ୍ରୀ “ପେଳୁଚରଣ” ସେଠାରେ ଉପସ୍ଥିତ ଥିଲେ ସେ ସମସ୍ତ କଥା ଶୁଣୁଥିଲେ । ଏବଂ ଦୁଖ ପ୍ରକାଶ କଲେ । ପେଳୁଚରଣ କହିଲେ ହେ ମହାରାଣୀ ତମେ ମ ପ୍ରଭୁଙ୍କୁ ଅଭିଶାପ ଦେଲ ମୁ ବି ତମକୁ ଅଭିଶାପ ଦେଉଛି ତମେ ମାସରେ ଥରେ ରକ୍ତ ବାନ୍ତି କରିବ ।ସେହି ଦିନଠାରୁ “ବାଣ୍ଡ” ଠିଆ ହୁଏ ଏବଂ ବିଆ ରୁ “ମେନ୍ସ” ହୁଏ ।