ଆଲୋ ମଇନା ବେଙ୍ଗ ପଶିଗଲା ତଳକୁ ଅନା – Alo Maina Benga Pasigala Tanlaku Ana

ଆଲୋ ମଇନା
ବେଙ୍ଗ ପଶିଗଲା ତଳକୁ ଅନା
ବ୍ରାହ୍ମଣୀ ବେଙ୍ଗକି କାଠୁଆ ବେଙ୍ଗ
କହିଦେବି ଗୋରୀ ଦେଖା ତା ରଙ୍ଗ
ନ ହେଲେ ସେ ଭାରି ସଲସଲ ଲୋ ହେବ ଏଇନା

Install a new chat app and make fun with friends. Download Now

ଯା’ରେ ବେହିଆ, ବେଙ୍ଗ ଦେଖିବାକୁ ମୁହଁ ଧୋଇଆ
ତୋ ମୁହଁକୁ ଟିକେ ନାହିଁକି ଲାଜ
ବେଙ୍ଗ ଦେଖିବାକୁ ହୋଇଛୁ ସଜ
ସାରା ସହରରେ ତୋପରି କେ ଗୋଟେ ନାହିଁ ମାହିଆ

ଆଲୋ, ଶୀତେଇ ଗଲାଣି ସାରା ଦେହ ତୋର
ମାନିଯା ଲୋ ତୁ ଏଥର
ହେ ତୋତେ ବେଙ୍ଗ କଲା ହରବର

ହେଉଥାଏ ପଛେ ସଲସଲ
ତୋତେ ଦେଖେଇବା ନୁହେଁ ଭଲ
ଭରସା କେବେ ମୁଁ କରିବିନି ତୋତେ
ମାରିଲେ ମାର ତୁ ଯେତେ ତେଲ

ଆଲୋ ମଇନା, ବେଙ୍ଗ ପଶିଗଲା ତଳକୁ ଅନା.

Subscribe Us

Get New Story On Your Email!

Place Your Feedback (No Personal Data mob no, email id, facebook, whatsapp etc.)

%d bloggers like this: