ଫୋନପେ ଆପ୍ଲିକେସନ ଡାଉନଲୋଡ କରନ୍ତୁ ଆଉ ପାଆନ୍ତୁ 75 ଟଙ୍କା

ଫୋନପେ ଆପ୍ଲିକେସନ ଡାଉନଲୋଡ କରନ୍ତୁ ଆଉ ପାଆନ୍ତୁ 75 ଟଙ୍କା ନିଜର ଆକାଉଣ୍ଟରେ ଏଥିପାଇଁ ଆପଣଙ୍କୁ ନିମ୍ନ ପ୍ରକାରରେ କାର୍ଯ୍ୟ କରିବାକୁ ହେବ ।

* ପ୍ରଥମେ ଗୁଗୁଲ ପ୍ଲେ ରୁ ଫୋନପେ(Phonepe) ଆପ୍ଲିକେସନ କୁ ଇନ୍ସଟାଲ କରିବାକୁ ହେବ ।
ଆପ୍ଲିକେସନ କୁ ଦୁଇଟି ପରିମିଶନ ଦରକାର ହେବ । ସେଟିଂଗ କୁ ଯାଇ ଫୋନପେ ପାଇଁ sms ପରିମିଶନ ଦେବାକୁ ହେବ । ଏହା ମଧ୍ୟ୍ୟ ଆପଣଙ୍କୁ ପରିମିଶନ ମାଗିପାରେ ।
* ନିଜର ମୋବାଇଲ ନମ୍ବର ଯାହା ବ୍ୟାଙ୍କ ସହ ଜଡିତ ତାକୁ ବକ୍ସରେ ଲେଖିବା ପରେ ଓଟିପି (OTP) ଫୋନ କୁ ଯିବ ତାହାକୁ ତାପର ବକ୍ସରେ ଦେବାକୁ ହେବ ।
* ତାପରେ “add bank” ରେ କ୍ଳୀକ କରି ନିଜର ବ୍ୟାଙ୍କ ନାମରେ କ୍ଲିକ କରନ୍ତୁ । ଯାହା ଦ୍ୱାରା ବ୍ୟାଙ୍କ ଫୋନପେ ସହ ଲିଂକ ହୋଇଯିବ ।
* ଏହାପରେ “active account” ରେ କ୍ଲିକ କରି ନିଜର ତଥ୍ୟ ପ୍ରଦାନ କରନ୍ତୁ ।
* ଏହାପରେ ଆପଣଙ୍କୁ ଅନ୍ୟ କେହି ଫୋନପେ ବ୍ୟବହାର କାରୀଙ୍କ ଫୋନପେ ନମ୍ବର କୁ ଯେକୌଣସି ମୂଲ୍ୟର ଟଙ୍କା ମନେ 1 ଟଙ୍କା ହେଉ ବା 500 ଟଙ୍କା ଯାହା ବି ହଉ ପଠାଇବା ଦ୍ୱାରା ଆପଣଙ୍କୁ ସଂଗେ ସଂଗେ 75 ଟଙ୍କା ମିଳିବ । ଯାହା ଆପଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଯିବ । ଆପଣ ଯାହା ଅନ୍ୟକୁ ପଠେଇଥିଲେ ତାହା ମଧ୍ୟ୍ୟ ଆପଣ ପୁଣି ରିଟନ ମାଗି ପାରିବେ ।
* ଏଥିରେ ଆପଣଙ୍କର ଟଙ୍କା ଟିଏ ମଧ୍ୟ୍ୟ ଖର୍ଚ୍ଚ ନହୋଇ 75 ଟଙ୍କା ଆକାଉଣ୍ଟରେ ଆସିବ । ଆପଣ ଯଦି ଏହି ଲିଙ୍କରୁ ଆପ୍ଲିକେସନ ଡାଉନଲୋଡ଼ କରିବେ ଏବଂ ବ୍ୟବହାର କରିବେ ତେବେ ଭାଉଜ ମଧ୍ୟ୍ୟ ପାଇପାରିବ 75 ଟଙ୍କା । ହଁ, କେବଳ ଆପଣଙ୍କ ସହାୟତାରେ ବିନା କିଛି ଖର୍ଚ୍ଚରେ ଆପଣ ଆଉ ଭାଉଜ ଦୁହିଁଙ୍କ ପାଖକୁ 75 ଟଙ୍କା ଆସିବ । ଯଦି ଏହାକୁ ଠିକସେ ଜାଣି ପାରୁନାହାନ୍ତି ତେବେ ଆମକୁ ମେଲ କରନ୍ତୁ ।

[AD] Find Latest Stories Online For Free

Connection failed: Access denied for user 'd2db43901178072'@'160.153.158.145' (using password: YES)