ମିତାର ଗୋରା ବିଆକୁ ମନଭରି ଗେହିଁଲି – Mita Ra Gora Bia Ku Mana Bhari Genhili

ମିତା ଦେଖିବାକୁ ଭାରି ଡଉଲ ଡାଉଲ । ଗୋଲଗୋଲ ମୁହଁ । ଗାଣ୍ଡି ବେଶୀ ଚଉଡ଼ା ନହେଲେ ବି ପଛପଟୁ ଦେଖିଲେ ବାଣ୍ଡରୁ ଗିଲାସେ ବୀର୍ଯ୍ୟ ବୋହିଯିବ । ଦୁଧ ସାଇଜ ୩୪ । ରାତିରେ ଶୋଇବା ବେଳେ ତା କଥା ଭାବିଦେଲେ ବାଣ୍ଡ ନଛୋଡ଼ିଲେ ବି ବୀର୍ଯ୍ୟଗୁଡ଼ା ଗଦା ହେଇଯିବ । ସେ ଥିଲା ମୋର ସବୁଠୁ ଭଲ ସାଙ୍ଗ । ଭୁବନେଶ୍ୱରରେ ଆମେ ଏକାଠି କୋଚିଂ ନେଉଥିଲୁ । ସେ ତା’ ମାଉସୀ ଘରେ ରହି ପାଠ ପଢ଼ୁଥିଲା । ତା’ର ବି ଭଲ ପାଠ ହୁଏ । ଆମେ ଦୁହେଁ ପରସ୍ପର ସହ କଥା ହୋଇ ବହୁତ ପ୍ରୋବ୍ଲେମ ସଲୁ୍ୟସନ କରିଦେଉ । ବେଳେବେଳ ପାର୍କରେ ବୁଲୁ, ସେଠି ନୋଟ ବି ପଢ଼ୁ । କିନ୍ତୁ ଆମ ଭିତରେ ନା ଥିଲା ଭଲପାଇବା ନା ଥିଲା ଭାବନା । ଖାଲି ବେଳେ ବେଳେ ରାତିରେ ହଲେଇବାକୁ କେଉଁ ଝିଅ ମନକୁ ନଆସିଲେ ମିତା କଥା ଭାବିକି ହଲେଇ ଦେଉଥିଲି । ତାକୁ ମୁଁ ଗେହିଁବା କଥା କେବେ ବି ଭାବିନି । କାରଣ ମୁଁ ଜାଣିଛି, ସେଭଳି ମାଲ ମୁଁ କେବେ ପାଇବିନି । ହେଲେ ମୁଁ ଜାଣିନଥିଲି ଦିନେ ମୁଁ ଯାହାକୁ ସ୍ୱପ୍ନରେ ବି ଥରେ କରିପାରିନି, ତାକୁ ଘଂଟା ଘଂଟା ଧରି ଗେହିଁବି ବୋଲି ।

ସେଦିନ ଛୁଟି ଥାଏ । କୋଚିଂ କ୍ଲାସ ବି ବନ୍ଦ । ପ୍ରଦର୍ଶନୀ ପଡ଼ିଆରେ ପୁସ୍ତକ ମେଳା ପଡ଼ିଥାଏ । ସାଢେ଼ ୫ଟା ବେଳକୁ ମିତାର ଫୋନ ଆସିଲା । କହିଲା ଆରେ ଦିଲୁ କ’ଣ କରୁଛୁ । ମୁଁ କହିଲି ଜଷ୍ଟ ଶୋଇକି ଉଠିଲି । ଆରେ ଚାଲନା ପୁସ୍ତକ ମେଳା ଯିବା । ଆମ ମାଉସୀ ଘରେ କେହିବି ନାହାନ୍ତି । ସମସ୍ତେ ଏକ ବାହାଘର ପାଇଁ ଯାଇଛନ୍ତି । ଏକୁଟିଆ ରହିରହି ଦିନ ସାରା ଭାରି ବୋରିଂ ହେଲିଣି । ମୁଁ କହିଲି ହଉ… ମୁଁ ବାହାରୁଛି । ମୁଁ ପନ୍ଦର ମିନିଟ ଭିତରେ ବାହାରି ପଡ଼ିଲି । ବାଇକ ଷ୍ଟାର୍ଟ କରି ତା’ ମାଉସୀ ଘରେ ପହଁଚିଲି । ତା ମଉସା ସେକ୍ରେଟାରୀଏଟରେ କ୍ଲର୍କ । ତାଙ୍କୁ ୧ନମ୍ବର ହାଟ ପାଖରେ ଗୋଟେ କ୍ୱାର୍ଟର ମିଳିଥାଏ । ମୁଁ ମିତା ଘରଠି ପହଁଚି ତାକୁ କଲ କଲି । ସେ ବାହାରକୁ ଆସିଲା । ସେଦିନ ମୁଁ ତାକୁ ଦେଖି ଘଡ଼ିଏ ଚାହିଁ ରହିଲି । ମିତା ଏକ ଧଳା ଟପସ ପିନ୍ଧିଥାଏ । ନାହିଠୁ ଟିକେ ତଳେ ପଡ଼ୁଥିଲା । ଧଳାଧଳା ବ୍ରାର ଫିତା ବି ଦିଶୁଥାଏ । ତା ସାଙ୍ଗକୁ ନୀଳ ଜିନ୍ସ । ଖୁବ ସୁନ୍ଦର ଲାଗୁଥାଏ । ମୁଁ ତାକୁ ଏମିତି ଦେଖୁଥିବା ବେଳେ ମିତା କହିଲା କ’ଣ ଅନ୍ୟମନସ୍କ ଅଛୁ କିରେ । ମୁଁ କହିଲି ନାଇଁମ, ଚାଲ ଯିବା ପ୍ରଦର୍ଶନୀ ପଡ଼ିଆ । ଆମେ ପ୍ରଦର୍ଶନୀ ପଡ଼ିଆରେ ପହଁଚିଲୁ । ମୁଁ ଗାଡ଼ି ପାର୍କିଂ ରଖିବା ପରେ ଦିହେଁ ବୁକ ଷ୍ଟଲ ଗଲୁ । ପ୍ରାୟ ପନ୍ଦର କୋଡ଼ିଏ ମିନିଟ ପରେ ହଠାତ କଳାହାଣ୍ଡିଆ ମେଘ ମାଡ଼ି ଆସିଲା । ମୁଁ କହିଲି, ଚାଲ ପଳାଇବା । ସେ କହିଲା ନା ମ, ଜୋରରେ ପବନ ହେଉଛି, ମେଘ ହବନି । ମୁଁ କହିଲି ହଉ । ପୁଣି ବୁକ ଷ୍ଟଲ ବୁଲିଲୁ । ହେଲେ ଦଶ ମିନିଟ ଯାଇଛି କି ନା ପୂରା କଚାଡ଼ିଲା ।

ସେତେବେଳକୁ ସଂଧ୍ୟା ହୋଇ ଆସିଥାଏ । ଆମେ ଦିହେଁ ବୁକ ଷ୍ଟଲ ଭିତରେ ପଶିଗଲୁ । ହେଲେ ବର୍ଷା ଯୋଗୁଁ ସବୁ ଲୋକ ଏକେ ଏଜେନ୍ସୀ ବୁକ ଷ୍ଟଲରେ ପଶିଯିବାରୁ ଆମେ ଦୁଆର ମୁହଁରେ ଆଡ଼ଜଷ୍ଟ ହେଇକି ଠିଆ ହେଲୁ । ପ୍ରଥମ ଥର ପାଇଁ ମିତାର ମୋର ପାଖାପାଖି ଠିଆ ହୋଇଥିଲୁ । ବର୍ଷା ସିନା ମୁଣ୍ଡ ଉପରେ ପଡ଼ୁନଥିଲା ହେଲେ ଦେହକୁ ଛିଚଂଡ଼ା ମାରୁଥିଲେ । ଏମିତି ପନ୍ଦର ମିନିଟ ଧରି ଛିଂଚଡ଼ା ମାଡ଼ରେ ଆମ ଡ୍ରେସ ବି ଓଦା ହୋଇଯାଇଥିଲା । ମିତାର ଧଳ ଟପସ ଓଦା ହେଇଯିବାରୁ ତା ବ୍ରାର ଫିତା ସ୍ପଷ୍ଟ ଭାବେ ଦିଶୁଥିଲା । ତା’ ଦୁଧ ଉପର ବି ଓଦା ହେଇଯାଇଥିଲା । ଅନ୍ୟ ଲୋକମାନେ ବି ମିତାକୁ ଘୂରି ଘୂରି ଚାହିଁଲେ । ମିତାକୁ ଅନ୍ୟମାନେ ଦେଖୁଥିବାରୁ ମୋତେ ବି ଭଲ ଲାଗୁନଥିଲା । ମିତା ବୋଧେ ଜାଣିପାରିଲା, କହିଲା ଚାଲ, ଏ ବର୍ଷା ଛାଡ଼ିବାର ଚାନ୍ସ ନାହିଁ । ଓଦା ହେଇକି ପଳାଇବା । ମୁଁ ବି କହିଲି ହଉ ଚାଲ । ଏତେ ଜୋରରେ ବର୍ଷା ମାଡ଼ ହେଉଥିଲାଯେ, ଆମେ ପୁସ୍ତକ ମେଳା ବାହାରକୁ ଆସିବା ବେଳକୁ ପୂରା ଜଡ଼ି ଯାଇଥିଲୁ । ମିତାର ଦୁଧର ସାଇଜ ପୂରା ସ୍ପଷ୍ଟ ଭାବେ ଦିଶୁଥିଲା । ମୁଁ ପାର୍କିଂରୁ ଗାଡ଼ି ଆଣିବା ପରେ ମିତା ପୁଅ ପିଲା ଭଳି ବସିପଡ଼ିଲା । ଆଜି ପର୍ଯ୍ୟନ୍ତ ସେ କେବେ ଏମିତି ମୋ ବାଇକରେ ବସିନଥିଲା । ମୁଁ ମନେମନେ ଭାରି ଖୁସି ହୋଇ ଯାଉଥିଲି । କିନ୍ତୁ ବାଟରେ ସେମିତି କିଛି ହେଲାନି । କେବଳ ମିତା ମୋ ପାଖାପାଖି ବସିଥିବାରୁ ଶ୍ରୀୟା ଟକିଜ ହମ୍ପସଠି ତା ଦୁଧ ମୋ ପିଠିରେ ଖାଲି ଟଚ କରିଥିଲା । ତା’ପରଠୁ ମିତା ଟିକେ ଛାଡ଼ିକି ବସିଲା ।

ଦଶ ମିନିଟ ପରେ ଆମେ ତା’ ମଉସା ଘରେ ପହଁଚିଲୁ । ସେ କହିଲା, ଆରେ ତୁ ତ ପୂରା ଓଦା ହେଇଯାଇଛୁ । ରହ ଟିକେ ଚା’ କରିଦେବି, ପିଇକି ଯିବୁ । ମୁଁ ମନା କରୁଥିଲି, ହେଲେ ସେ ବାଧ୍ୟ କରିବାରୁ ଘରକୁ ଗଲି । ମିତା ମୋତେ ତା ଭାଇର ହାଫପ୍ୟାଂଟଟା ଦେଲା । କହିଲେ ବଦାଳି ଦେ, ନହେଲେ ଜର ହେଇଯିବ । ସେତେବେଳକୁ ମୋ ଚଡ଼ି ବି ବର୍ଷା ପାଣିରେ ଓଦା ହେଇଯାଇଥିଲା । ମୁଁ ସବୁ ଖୋଲାଖୋଲି କରିଦେଇ ଖାଲି ହାଫପ୍ୟାଂଟଟା ପିନ୍ଧିଲି । ମିତାବି ସେମିତି ଠିଆ ହୋଇଥାଏ । ବର୍ଷାରେ ତା ଦୁଧ ଭିଜି ପୂରା ପଦାକୁ ଦିଶୁଥାଏ । ବ୍ରାର ଫାଙ୍କରୁ ତା ଗୋରାଗୋରା ଦୁଧ ସତେଯେମିତି ମୋତେ ଆଖି ମାରୁଥାଏ । ମିତା ଦୁଧ ଦେଖିକି ହଠାତ କିନା ମୋ ବାଣ୍ଡ ଟେଙ୍ଗେଇ ଗଲା । ପତଳା ବରମୁଣ୍ଡା ପ୍ୟାଟରେ ବାଣ୍ଡ ଟେଙ୍ଗେଇବାର ଦୃଶ୍ୟ ମିତା ବି ଦେଖିପାରିଥିଲା । ତା’ପରେ ସେ ବାଥରୁମ ପଳାଇଲା । ପନ୍ଦର ମିନିଟ ପରେ ସେ ଖାଲି ଟାୱେଲଟେ ପିନ୍ଧି ବାହାରିଲା । କହିଲା ଆଗ ଟିକେ ଚା’ କରି ଆଣେ । ମିତା ଚା’ କରି ଆଣିଲା । ଆମେ ସାଙ୍ଗ ହୋଇ ଚା’ର ମଜା ନେଉଥାଉ । ମିତାର କାଖ ବାଳ, ଆଣ୍ଠୁ ବାଳ ସବୁ ଦେଖିକି ମୁଁ ପୂରା ହିଟ ହୋଇଗଲି । ସେ ଭାରି ସେକ୍ସି ଲାଗୁଥିଲା । ତା କଥା ଯେତେ ଭାବୁଥାଏ ମୋ ବାଣ୍ଡ ସେତେ ଟେଙ୍ଗାଉଥାଏ । ମୁଁ ଦେଖିଲି ମିତା ବି ବାରବାର ମୋ ବାଣ୍ଡକୁ ଦେଖୁଥାଏ । ମୋ ବାଣ୍ଡ କେମିତି ଖପଖାପ ହେଉଛି ମିତା ଏମିତି ଦେଖୁଥିଲାଯେ, ମୁଁ କେତେବେଳେ ତା ମୁହଁକୁ ଚାହିଁଲି ଜାଣିପାରୁନଥାଏ । ମୁଁ ଭାବିଲି ମିତାର ବୋଧେ ବାଣ୍ଡ ବିଆ ଖେଳ ଖେଳିବା ପାଇଁ ଇଚ୍ଛା ହେଉଛି । ଭାବିଲି ଟିକେ ହୁକଟା ପକାଇବି । ମୁଁ କହିଲି, ହେଇ… କ’ଣ ଦେଖୁଛୁ ? ସେ ଆଉ କିଛି କହିନପାରି ସିମ୍ପଲ ସ୍ମାଇଲଟେ ଦେଇ ପଳାଇଲା । ଘର ଭିତରକୁ ଯାଇ ଡ୍ରେସ ଚେଂଜ କରି ଆସିଲା । ନାଲି ରଙ୍ଗର ନାଇଟା ଟା ପିନ୍ଧିକି ଆସି ମୋ ପାଖରେ ବସିଲା । କହିଲା, ଆରେ ସିନୁ ସାରଙ୍କ ଗଣିତ ମୁଁ କିଛି ବୁଝିପାରିଲିନି । ସେଇଠୁ କଥା ବାର୍ତା ଲମ୍ବିଚାଲିଲା । ହଠାତ୍ ମିତା ପଚାରିଲା, ଦିଲୁ ତୋର ଗାର୍ଲଫ୍ରେଣ୍ଡ ଅଛନ୍ତି । ମୁଁ କହିଲି, ଆଲୋ ମୋର କିଏ ଥିଲେ ମୁଁ ବର୍ଷା ପାଗରେ ତା ପାଖରେ ନବସି ତୋ ପାଖରେ କାଇଁ ବସିଥା’ନ୍ତି । ଦିହେଁ ପୂରା ହସିଉଠିଲୁ । କହିଲା ମନେକର ମୁଁ ତୋ ପ୍ରେମିକା, ବର୍ଷାରେ ଓଦା ହେଇକି ଆସିଛ । ପାଖାପାଖି ବସିଛ । ତାହେଲେ ତୁ କ’ଣ କରିଥା’ନ୍ତୁ । ମୁଁ କହିଲି ବହୁତ କିଛି କରିଥା’ନ୍ତି । ମିତା କହିଲା ବହୁତ କିଛି ମାନେ । ମୁଁ କହିଲି କିସ କରିଥା’ନ୍ତି । ସେ କହିଲା ଖାଲି କ’ଣ ସେତିକି ? ମୁଁ କହିଲି ନା ଦିହେଁ ଲିପ କିସ କରିବା ପରେ ହିଟ ହେଇଯାଇଥା’ନ୍ତୁ । ସେ କହିଲା, ତା’ପରେ… ମୁଁ କହିଲି ତା ଛାତିକୁ ଧିରେଧିରେ ଚିପିଥା’ନ୍ତି । ସେ ଆଉ କିଛି ନପଚାରିବାରୁ ମୁଁ ଭାବିଲି ବୋଧେ ରାଗିଗଲା । ତେଣୁ ମୁଁ ସରି କହିଦେଲି । ସେ କହିଲା, ଏଥିରେ ସରି କହିବାର କ’ଣ ଅଛି । ତା’ପରେ କ’ଣ କରିଥା’ନ୍ତୁ ଟିକେ ଭଲଗାର ଲାଙ୍ଗୁଏଜରେ କହ ମୁଁ ଶୁଣିବି । ମୁଁ କହିଲି ମାନେ ? ଆରେ ଛାତି ନକହି ଦୁଧ କହିବୁ…କହିକି ହସିଦେଲା । ମୁଁ କହିଲି ତୁ ଖରାପ ଭାବିବୁନି ତ ? ସେ କହିଲା ଆରେ ମୁଁ ତ ତୋତେ ବାଧ୍ୟ କରୁଛି ତୁ ସେଇ ଲାଙ୍ଗୁଏଜରେ କ’ହ ? ମୁଁ କହିଲି ତା’ ଦୁଧକୁ ଚିପିଥା’ନ୍ତି । ତା’ପରେ ସାର୍ଟ ଭିତରେ ହାତ ଗଳେଇ ତା ଭୁଣ୍ଡିକି ସଲସଲ କରିଥା’ନ୍ତି ।

 

ମୁଁ ଏମିତି କହୁଥିବାବେଳେ ମିତା କିନ୍ତୁ ପୂରା ହିଟ ହୋଇଯାଉଥିବା ମୁଁ ଦେଖୁଥିଲି । ତେଣୁ ମୁଁ ଭାବିଲି, ଏଇଟା ସୁବର୍ଣ୍ଣ ସୁଯୋଗ । ଟୋକିକୁ ଆହୁରି ହିଟ କରିବାକୁ ପଡ଼ିବ । ତା’ପରେ ମୁଁ ଧିରେଧିରେ କଥା ଆଗେଇଲି । ଭୁଣ୍ଡିକି ରଗଡ଼ିବା ପରେ ମୁଁ ତା ଟପସ ଖୋଲି ଦେଇଥା’ନ୍ତି । ତା ବ୍ରାକ ହୁକ ଖୋଲି ତା ଦୁଧକୁ ଚୁଚୁମି ଚୁଚୁମି ଖାଇଥା’ନ୍ତି । ସେ କିଛି କହୁନଥିବାରୁ, ମୁଁ କହିଲି ସେତିକି ଥାଉ… ସେ ମୋ ହାତ ଧରି କହିଲା ନା ଦିଲୁ କହନା ପ୍ଲିଜ ମୋତେ ଶୁଣିବାକୁ ଭଲ ଲାଗୁଛି । ସେ ମୋ ହାତ ସେମିତି ଧରିଥାଏ । ମୁଁ କହିଲି ତା ବଡ଼ ବଡ଼ ଦୁଧକୁ ଦଳିଥା’ନ୍ତି । ସେ ଖାଲି ଆଃ…ଆଃ…ଉଃ… ହେଇଥା’ନ୍ତା । ମୁଁ ଏତିକି କହିବା ବେଳକୁ ସେ ମୋ ହାତକୁ ଜୋରରେ ଜାବୁଡ଼ି ପକାଉଥାଏ । ମୁଁ ତାକୁ ଆଉ ହିଟ କରିବା ପାଇଁ କହିଲି, ତା’ ପରେ ତା ନାହିରେ ଜିଭ ପୂରାଇ ସଲସଲ କରିଥା’ନ୍ତି । ତା’ପରେ…ତା’ପରେ… ତା’ପରେ… ସେ କହିଲା କହ ପ୍ଲିଜ… ଏତିକି କହି ସେ ମୋର ଗୋଟେ ହାତକୁ ଭିଡ଼ି ଧରିଲା । ଫଳରେ ତା ଦୁଧରେ ମୋ ହାତ ବାଜିଗଲା । ତା ଦୁଧରେ ହାତ ବାଜିବା ପରେ ବାଣ୍ଡ ପ୍ୟାଂଟ ଭିତରୁ ଜମ୍ପ ମାରୁଥାଏ । ମୁଁ କହିଲି… ତା’ପରେ ତା ଜିନ୍ସ ପ୍ୟାଂଟଟା ଖୋଲି ଦେଇଥା’ନ୍ତି । ତା ଚଡ଼ି ଭିତରେ ହାତ ପୂରାଇ କିଛି ସମୟ ସାଉଁଳିଥାନ୍ତି । ସେ କହିଲା ଚଡ଼ି ଭିତରେ କ’ଣ ଥାଏ ଟିକେ ଭଲଗାରରେ କହ । ମୁଁ କହିଲି ତା ବିଆ ବାଳକୁ ସାଉଁଳିଥା’ନ୍ତି । ସେ କହିଲା ଯାହାର ବାଳ ନଥିବ । ମୁଁ କହିଲି ମୁଁ ତା ବିଆରେ ମୋ ଜିଭ ପୂରାଇ ସଲସଲ କରିଥାନ୍ତି । ତା ବିଆ ପାଖୁଡ଼ାକୁ ମେଲାଇ ଧିରେଧିରେ ଆଙ୍ଗୁଠି ପୂରାଇଥା’ନ୍ତି । ଏତିକି ଶୁଣିବା ବେଳକୁ ମିତା ମୋ ହାତକୁ ପୂରା ଜାବୁଡ଼ିକି ଧରିଲା । ତା ଦୁଧରେ ମୋ ହାତ ପୂରା ପ୍ରେସ କରୁଥାଏ । ତା’ର ଗରମ ନିଃଶ୍ୱାସ ମୋ ଫୁଙ୍ଗୁଳା ଦେହକୁ ଆହୁରି ଗରମ କରି ଦେଉଥିଲା । ତା’ପରେ ସେ ମୋ ପ୍ୟାଂଟ ଖୋଲି ମୋ ବାଣ୍ଡକୁ ଜାବୁଡ଼ି ଧରିଥା’ନ୍ତା, ଏତିକି କହି ମୁଁ ଚୁପ ହେଇଗଲି । ମିତା କହିଲା ତା’ପରେ…ମୁଁ କହିଲି ଆଉ କିଛି କହିପାରିବିନି । ମୋ ବାଣ୍ଡ ଟେଙ୍ଗେଇଲାଣି । ସେ ଝଟ କିନି ମୋ ପ୍ୟାଂଟ ଉପରକୁ ଚାହିଁଲା । କହିଲା ଆରେ କେଡେ଼ବଡ଼ ନୁନୁ । ମୁଁ କହିଲି ନୁନୁ ନୁହଁ, କହ ବାଣ୍ଡ ।

 

ସେ କହିଲା ଦିଲୁ ତୋର କେତେବଡ଼ ବାଣ୍ଡ । ପୂରା ୧୮୦ ଡିଗ୍ରୀରେ ଠିଆ ହୋଇଛି । କହିଲା ଦିଲୁ, କ’ଣ ଖାଲି କଥା ହେଇଗଲେ ଏଇଟା ଠିଆ ହେଇଯିବ । ମୁଁ କହିଲି, ହଁ, ସେଇଥିପାଇଁ ତ ଆମେ ଚଡ଼ି ପିନ୍ଧୁ । ସେ କହିଲା ଟିକେ ତୋ ବାଣ୍ଡ ଦେଖେଇବୁ କି ? ମୁଁ କହିଲି ନା । ସେ କହିଲା କାହିଁକି । ମୁଁ କହିଲି ମୁଁ ଯଦି ବାଣ୍ଡ ଦେଖାଇବି ତୁ କ’ଣ ଦେଖାଇବୁ, ସେ କହିଲା ତୁ ଯେଉଁଟା କହିବୁ । ହେଲେ କିଛି କରିହେବନି । ଖାଲି ଦେଖିବା । ମୁଁ ସାଙ୍ଗେ ସାଙ୍ଗେ ପ୍ୟାଂଟଟା ଖୋଲିଦେଲି । ସେ ମୋ ମୋଟା ବାଣ୍ଡଟାକୁ ଦେଖି କହିଲା, ଟିକେ ହାତ ମାରିବି । ମୁଁ କହିଲି ମୁଁ ବି ସେମିତି ହାତ ମାରିବି ତ ? ସେ କିଛି ସମୟ ଭାବିକି କହିଲା, ହଉ ଟିକେ ହାତ ମାରିଦେବୁ । ତା’ପରେ ସେ ବାଣ୍ଡ ଧରିକି ଦେଖିଲା । ଟିକେ ଆଗ ପଛ କରିବାରୁ ମୋ ନାଲିଆ ମୁଣ୍ଡିଟା ଦିଶିଲା । ସେଇଟା ଧରି ପକାଇ କହିଲା, ଇହି… ଗନ୍ଧଉଛି । ମୁଁ କହିଲି ତୋ ବିଆଟା କ’ର ବାସ୍ନା ହେଉଥିବ କି ? ମୁଁ କହିଲି ଏଥର ତୋର ଦେଖା । ସେ କହିଲା କ’ଣଟା ଦେଖିବୁ । ମୁଁ କହିଲି ତୋ ବିଆଟା । ସେ କହିଲା ନା, ତୁ ମୋ ଦୁଧ ଦେଖିଲେ ଚଳିବ । ମୁଁ କହିଲି ନା, ମୋର ଯାହା ଇଚ୍ଛା ନା । ତେଣୁ ସେ ଚଡ଼ିଟା ଖୋଲିଦେଲା । ତା ବିଆରେ ଛୋଟ ଛୋଟ ବାଳ । ଗୋରା ବିଆରେ ଛୋଟ ଛୋଟ ବାଳ ଦେଖି ମୁଁ ସାଉଁଳିଲି । ସେ ଖାଲି ଓଃ..ଓଃ… ହଉଥାଏ । କହିଲା ସେତିକି ଥାଉ । ମୁଁ ଜାଣିକି ଛାଡ଼ିଦେଲି । ସେ କହିଲା ହଉ ଦେଖ… ଆଉ ଟିକେ… କାଇଁ ମୋ ଉପରେ ଖରାପ ଭାବିବୁ । ତେଣୁ ମୁଁ ଜାଣିଦେଲି, ଘୋଡ଼ାଘେଇର ଗିହାଁ ଖାଇବାକୁ ମନ ହଲାଣି । ହେଲେ ଛଇ କାଢ଼ୁଛି । ମୁଁ ତ ପୁରୁଣା ପିଟଣା । ଗେହିଁଗେହିଁ ବାଣ୍ଡ ବଧିରା ହେଇଗଲାଣି । କେତେ ଟୋକିଙ୍କୁ ପଟେଇ ତାଙ୍କ ବିଆର ମଜା ନେଇଛି । ଇଏ କୁଆଡେ଼ ଯିବ । ତେଣୁ ମୁଁ ଧିରେଧିରେ ସଲ ସଲ କରୁକରୁ ତା କଣାରେ ଆଙ୍ଗୁଠି ଧିରେଧିରେ ପୂରେଇଲି । ସେ ବି ଅନୁଭବ କରୁଥାଏ । ହେଲେ କିଛି ନକହିବାରୁ ମୁଁ ଧିରେଧିରେ ତା କଣାରେ ଆଙ୍ଗୁଠି ପୂରେଇ ସଲସଲ କଲି । ସେ ଆଃ…ଉଃ… ହେଉଥାଏ ।

ମୁଁ ତଳେ ବସିପଡ଼ି ତା ବିଆରେ ଜିଭ ପୂରେଇ ସଲସଲ କଲି । ତା ବିଆ ପାଖୁଡ଼ାକୁ ମେଲାଇ ଚାଟି ଚାଲିଲି । କିଛି ସମୟ ପରେ ତା ଗରମ ପାଣି ବାହାରିପଡ଼ିଲା । ସେତେବେଳକୁ ସେ ପୂରା ହିଟ ହୋଇ ମୋ ମୁଣ୍ଡରେ ତା’ ଦୁଧ ରଖି ତଳକୁ ମୁହଁ କରି ବସିଲା । ମୁଁ ଗୋଟିଏ ହାତରେ ତା ଦୁଧ ଦଳି ଚାଲିଲି । ତା’ପରେ କହିଲି ତୋ ନାଇଟଟା ଖୋଲେ । ସେ ବି ଖୋଲିଦେଲା । ତା କଳା ବ୍ରାଟାକୁ ଖୋଲିଦେଇ ତାର ୩୪ ଇଂଚିଆ ଦୁଧକୁ ଚିପି ଚାଲିଲି । ଭୁଣ୍ଡିକୁ ଶୋଷାଡ଼ିଲି । ସେ ଖାଲି ଆଃ,…. ଆଃ… ଆଃ… ହେଉଥାଏ । ସେତିକିବେଳେ ସେ ମୋ ବାଣ୍ଡଟାକୁ ଧରି ଖାଲି ଏପଟ ସେପଟ କରୁଥାଏ । ମୁଁ କହିଲି ଟିକେ ବେଡ଼କୁ ଯିବା । ସେ ବି ଚାଲିଲା । ବେଡ଼ରେ ଶୋଇପଡ଼ିଲା । ମୁଁ ତା ଜଙ୍ଘ ଦିଟାକୁ ମେଲା କରି ତା ଗୋରା ବିଆରେ ମୋ ବାଣ୍ଡଟା ଗେଞ୍ଜିଦେଲି । ସେ ଇଲୋ ବୋଉଲୋ.. କହି ଥାଉଥାଉ କହିଲା । ମୁଁ କିନ୍ତୁ କିଛି ନଶୁଣି ଆସ୍ତେ ଆସ୍ତେ ବାଣ୍ଡ ପୂରାଇଲି । ତାକୁ ମଜା ଲାଗିବାରୁ ସେ ଆଉ କିଛି କହିଲାନି । ମୁହଁରେ ହାତଟା ଥୋଇ ଖାଲି ଆଃ..ଉଃ..ଆଃ…ଉଃ… ହେଉଥାଏ । ମୁଁ ଷ୍ଟ୍ରୋକ ପରେ ଷ୍ଟ୍ରୋକ ନାଦି ଦେଇ ଚାଲିଲି । ତା’ପରେ ତାକୁ କହିଲି ଏଇ ପୋଜଟା ଭଲ ଲାଗିଲା । ସେ ଲାଜେଇକି କହିଲା ହଁ ବହୁତ ବଢ଼ିଆ ଲାଗିଲା । ଗିହାଁଗିହିଁରେ ଏତେ ମଜା ଜାଣିଥିଲେ ମୁଁ ତୋତେ କେବେଠୁ ବିଆ ଦେଖାନ୍ତିଣି । ମୁଁ କହିଲି ଆଉ ଗୋଟା ପୋଜରେ କରିବା । ତୁ ଆଣ୍ଠେଇକି ତୋ ଗାଣ୍ଡି ଦେଖା ।

ସେ ଆଣ୍ଠେଇ ପଡ଼ି ମୋ ଆଡ଼କୁ ଗାଣ୍ଡି ଦେଖାଇଲା । ମୁଁ ତା ବିଆ କଣାରେ ମୋ ବାଣ୍ଡଟା ପୂରାଇବାରୁ ସେ କହିଲା ନାହିଁ ଥାଉ… ଥାଉ… ଭାରି କାଟୁଛି । ମୁଁ କେଉଁ ଛାଡ଼ିବା ଲୋକ । ଆଠ ଦଶଟା ଷ୍ଟ୍ରୋକ ମାରିଦେବା ପରେ ମୋ ବୀର୍ଯ୍ୟ ବାହାରି ପଡ଼ିଲା । ମୁଁ ତା ଗାଣ୍ଡି ଉପରେ ସବୁ ତକ ବୀର୍ଯ୍ୟ ଢ଼ାଳିଦେଇ ତା ପିଠିରେ ଘଷିଦେଲି । ସେ ଛି ଛି କହି ବାଥରୁମ୍ ପଳାଇଲା । ବାଥରୁମ୍ରେ ଲଙ୍ଗଳା ହୋଇ ସାବୁନ ମାରୁଥିବାବେଳେ ମୁଁ ବି ବାଥରୁମ ଭିତରେ ପଶିଗଲି । ସେ ମୋ ବାଣ୍ଡକୁ ସଫା କରିଦେଲା । କିଛି ସମୟ ପରେ ସେ ପୁଣି ନାଇଟଟା ପିନ୍ଧିଦେଲା । ମୁଁ କହିଲି, ମୁଁ ଯାଉଛି । ଘରକୁ । ସେ କହିଲା ଦେହରେ ନିଅାଁ ଲଗେଇକି କୁଆଡେ଼ ପଳାଇବୁ । ଆଜି ମାଉସୀ ଆସିବେନି । ରାତିରେ ଏଇଠି ରହିଯା । ପାହାନ୍ତାରେ ପଳାଇବୁ । ମୁଁ ଆହୁରି ଖୁସି ହୋଇଗଲୁ । ରାତିରେ ଖାଇବା ପରେ ଦିହେଁ ଲଙ୍ଗଳା ହୋଇ ବେଡ଼କୁ ପଳାଇ ଆସିଲୁ । ରାତି ସାରା ତିନି ଥର ମୁଁ ତାକୁ ଗେହିଁଛି । ରାତିରେ ମୋବାଇଲ ଆଲୁଅ ଦେଖାଇ ତା ବିଆ ଦେଖିବା ବେଳକୁ ଗିହଁଣା ଖାଇ ପୂରା ନାଲି ପଡ଼ିଯାଇଛି । ତା’ପରଦିନ କୋଚିଂ କ୍ଲାସରେ ଦେଖିବାବେଳକୁ ସେ ପେଙ୍ଗେଇ ପେଙ୍ଗେଇ ଚାଲୁଥିଲା । ମୁଁ କହିଲି କ’ଣ ହେଇଛି କି, ସେ କହିଲା ତମ ବାଣ୍ଡମୋ ଗାଣ୍ଡି ଫଟାଇ ଦେଇଛି । ଏକଥା କହି ଫେଁଫେଁ ହୋଇ ଦିହେଁ ହସିଲୁ ।

[AD] Find Latest Stories Online For Free

Connection failed: Access denied for user 'd2db43901178072'@'160.153.157.155' (using password: YES)

7 Comments

Comments are closed.