ଫୋରପ୍ଲେ ଦ୍ୱାରା ସେକ୍ସର ଅଧିକ ମଜା ଉଠାନ୍ତୁ – Foreplay Dwara Sex Ra Adhika Maja Uthantu


ଯୌନ କାମନାର ଏହି ବିଶେଷ ପଂକ୍ତି କୁ ସରଳ ବୁଝାଇବାକୁ ଭାଉଜର ଏକ ଛୋଟ ପ୍ରଚେଷ୍ଟାକୁ ନେଇ ଆଶା କରୁଚୁ ଏହି ଦ୍ୱାରା ପାଠକ ବନ୍ଧୁ ଓ ବାନ୍ଧବୀ ମାନେ ଲାଭବାନ ହୋଇ ପାରିବେ ତଥା ନିଜର ଯୌନ ଜୀବନରେ ଆନନ୍ଦ ଲାଭ କରି ପାରିବେ |

ଫୋରପ୍ଲେ କଣ ?

ଯେକୌଣସି କାମ କରିବା ପୂର୍ବରୁ ତାହା ପାଇଁ ସଜବାଜ କରିନେବା ନିହାତି ଆବଶ୍ୟକ | କୁହା ଯାଏ କାମ ପାଇଁ ନିଜର ସଜାବାଜକୁ ଦେଖି ହଁ କଳନା କରିହୁଏ ଆପଣ କାମରେ କେତେ ସଫଳ ହେବେ | ଆପଣ ଓ ଆପଣଙ୍କ ସାଥି ସବୁ ସମୟରେ ସେକ୍ସ କରିବାର ଜିଜ୍ଞାସାରେ ନଥାନ୍ତି | ଏଥିପାଇଁ ମଧ୍ୟ୍ୟ ଆପଣଙ୍କୁ ଆଗରୁ ଠିକଠାକ କରିବାକୁ ହୁଏ | ସେକ୍ସ କରିବା ପୂର୍ବରୁ ପ୍ରଥମ ଆପଣ ଆପଣଙ୍କ ସାଥି କୁ ମଧ୍ୟ୍ୟ ମାନସିକ ଓ ଶାରୀରିକ ସ୍ଥରରେ ରାଜି କରିବାକୁ ହେବ | ସାଥି କୁ ମାନସିକ ଓ ଶାରୀରିକ ସ୍ଥରରେ ରଜିକରେଇବାକୁ ହିଁ ଫୋରପ୍ଲେ () କୁହାଯାଏ | ଫୋରପ୍ଲେ ଗୋଟିଏ ଇଂରାଜୀ ଶବ୍ଦ ଯାହାର ଅର୍ଥ ଯୌନ ସମ୍ଭୋଗ ପୂର୍ବରୁ ପ୍ରେମୀ ଯୁଗଳ ମଧ୍ୟ୍ୟରେ କରାଯାଉଥିବା କ୍ରୀଡା | ଏଥିରେ ଆପଣ ଆପଣଙ୍କ ସାଥୀକୁ ପୁର୍ଣ ରୂପେ ସନ୍ତୁଷ୍ଟି ଦେଇ ପାରିବେ | ଫୋରପ୍ଲେ କୁ ଆପଣେଇ ହିଁ ଆପଣ ଦୁହେଁ ଯୌନ ର ଚରମ ଆନନ୍ଦ ନେଇ ପାରିବେ | | ଯେଉଁଥିରେ ଶରୀରର ଯୌନ ଉତେଜନାକୁ ବଢାଇବା ସମସ୍ତ ପଦକ୍ଷପ ରହିଛି ଯେପରିକି, ଚୁମ୍ବନ, ଘର୍ଷଣ, ଆଲିଙ୍ଗନ ଏହିପରି ଅନେକ କିଛି |

ଫୋରପ୍ଲେ କରିବାର ଉପାୟ :

ପ୍ରତିଟି କାମ କରିବାର କିଛି ଉପାୟ ରହିଛି, ସଠିକ ପଦ୍ଧତି ରେ କାମକୁ କଲେ ନିଶ୍ଚିତ ରୂପେ ରୋମାଞ୍ଚକର ଲାଗିବ ସହ ଆନନ୍ଦ ଲାଗେ | ସେହି ଭଳି ଫୋରପ୍ଲେ କୁ କରିବାର ମଧ୍ୟ୍ୟ କିଛି ପଦ୍ଧତି ରହିଛି |
୧. ପ୍ରେମ ଭରା କଥାବାର୍ତା :
ଏହାକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ସାଥୀର ହାତକୁ ପ୍ରେମର ସହ ଧରିବାକୁ ହେବ | ତା ପରେ ସାଥି ର ଅତି ନିକଟକୁ ଆସି କଣାରେ ଅଳ୍ପ ଅଳ୍ପ ଶବ୍ଦ କରି ଆପଣ କଣ କରିବାକୁ ଚାଁହୁଛନ୍ତି ଆଉ କେମିତି କରିବାକୁ ଚାଁହୁଛନ୍ତି କୁହନ୍ତୁ |
୨. ସାଥୀର ଶରୀରକୁ ପ୍ରେମଭରା ସ୍ପର୍ଶ ଓ ଅନୁଭବ ଦିଅନ୍ତୁ :
ଆପଣଙ୍କ ସତୀର ଶରୀରକୁ ପ୍ରେମଭରା ଅନୁଭବରେ ଛୁଇଁବାକୁ ହେବ | ଏଠି ପାଇଁ ଆପଣ ତାଙ୍କ ଜଙ୍ଘର ଆଖପାଖ କୌଣସି ଜାଗାକୁ ଧୀରେ ଧୀରେ ଶୁଆଁଳନ୍ତୁ | ଯେମିତି ଆପଣ ତାଙ୍କୁ ଛୁଇଁବେ ଅଧିକରୁ ଅଧିକ ତାଙ୍କ ମନ ଓ ଦେହ ଭିତରରେ ଉତେଜନା ଜାଗି ଉଠିବା |
୩. ସାଥୀର ଆଖିକୁ ମଦୁଆଲା ନଜରରେ ଦେଖନ୍ତୁ:
ଅଖିଆ ଆପଣଙ୍କ ଭାବନାକୁ ପ୍ରସ୍ତାବିତ କରିବାର ଏକ ଜରିଆ ହୋଇଥାଏ | ଯେତେବେଳେ ଆପଣ ଆପଣଙ୍କ ସାଥୀକୁ ପ୍ରେମ ଓ କାମନା ଭରା ନଜରରେ ଦେଖିବେ ତେବେ ଆପଣଙ୍କ ସାଥି ମଧ୍ୟ୍ୟ ଆପଣଙ୍କୁ ଦେଖି ଜାଣିଯିବେ ଆପଣଙ୍କ ମନରେ ତାଙ୍କୁ ନେଇ କଣ ସବୁ ଭାବନା ଚାଲିଛି | ସେ ଆପଣଙ୍କ ସହ ଧୀରେ ଧୀରେ ସେକ୍ସ ପାଇଁ ନିଜକୁ ପ୍ରସ୍ତୁତ କରିବେ |

୪. କାନ ଉପରେ ଧ୍ୟାନଦେବା ବହୁତ ଗୁରୁତ୍ୱ ଅଟେ :
ମହିଳାଙ୍କର କାନର ଅଖା ପାଖ ତ୍ୱଚା ଦେହରେ ସମ୍ବେଦନ ଯାଗାଇବାରେ ସାହାଯ୍ୟ କରେ | ସାଥୀର କାନର ଅଖା ପାଖ ଜାଗାକୁ ହାଲକେଇକି ଟିକେ କାମୁଡିବା କିମ୍ବା ଜିଭକୁ ସଲସଲ କରିବା ଦ୍ୱାରା ତାଙ୍କ ଭିତରେ ଜୋରରେ ହଲଚଲ ହେବା ଆରମ୍ଭ ହୋଇଯାଏ | ଏଥିରେ ମହିଳା ସାଥି ଯେମିତି ମୁଡ଼ରେ ଥିଲେ ମଧ୍ୟ୍ୟ ଯୌନ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି |
୫. ସମ୍ବେଦନା ପୂର୍ଣ୍ଣ ଜାଗାକୁ ସୁଆଁଳନ୍ତୁ :
ମହିଳାଙ୍କ କାନ୍ଧରୁ ନେଇ ଆଣ୍ଠୁ ଯାଏଁ ସବୁ ଅଂଶକୁ ଧୀରେ ଧୀରେ ସୂଅନ୍ଲନ୍ତୁ ଦେଖିବେ ସେ ଯୌନ କାମିନୀ ହୋଇ ଉଠିବେ |
୬. ଦେହରୁ ବସ୍ତ୍ର ଖୋଲିବାରେ ତରବର ହୁଅନ୍ତୁ ନାହିଁ :
ଫୋରପ୍ଲେ ସମୟରେ ମହିଳା ସାଥୀର ଦେହରୁ ବସ୍ତ୍ର କାଢ଼ିବାରେ ବ୍ୟସ୍ତତା ନ ଦେଖେଇ ତାହାକୁ ଧୀରେ ଧୀରେ କରନ୍ତୁ | ବସ୍ତ୍ର ଖୋଲିବା ପରେ ଯେମିତି ଦେହରୁ ବସ୍ତ୍ରକୁ ଅଲଗା କରୁଛନ୍ତି ସେମିତି ତାଙ୍କ ଦେହକୁ ଚୁମ୍ବନ ପରେ ଚୁମ୍ବନ ଦେଇ ଚାଲନ୍ତୁ | ସତରେ ଆପଣ ଦେହରୁ ବସ୍ତ୍ର ବାହାର କରି ଯେମିତି ଚୁମ୍ବନ ଦେଇ ଚାଲିବେ ନା ସେ ଅଧିକ ଅସ୍ଥିର ହେବାକୁ ଲାଗିବେ |
୭. କୌଣସି ନୂଆ ବିକଳ୍ପ ବିଷୟରେ ନିଶ୍ଚିତ ଭାବନ୍ତୁ:
ଯେତେବେଳେ ଆପଣ ତାଙ୍କ ସହ ଫୋରପ୍ଲେ କରୁଛନ୍ତି, ତାଙ୍କ ଗଳାରେ ମଧ୍ୟ୍ୟ ଚୁମ୍ବନ ଦିଅନ୍ତୁ | ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ, ଯାହା ତାଙ୍କୁ ଅଧିକ ଉତେଜିତ କରିବ |
୮. ସ୍ତନ ଦ୍ୱାରା ମହିଳାଙ୍କୁ ଉତେଜିତ କରାଯାଇ ପାରେ :
ମହିଳାଙ୍କୁ ଯୌନ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ସମ୍ପୂର୍ଣ ପ୍ରଚେଷ୍ଟା କରିବାକୁ ହେବା | ସ୍ତନ ମହିଳାଙ୍କର ସବୁଠାରୁ ଅଧିକ ସମ୍ବେଦନଶୀଳ ଅଙ୍ଗ ଅଟେ | ମହିଳାଙ୍କ ନିପୀଲ (ସ୍ତନ ଭୁଣ୍ଡି ବା ମୁଣ୍ଡି ) ବ୍ୟତୀତ ସ୍ତନରେ ଅନେକ ଉତ୍ତେଜନକାରି ନାସା ରହିଛି ଯାହା ତାକୁ ଜଲ୍ଦି ଉତେଜିତ କରିଦିଏ | ବାସ ଆପଣଙ୍କୁ ସ୍ତନକୁ ଜୋର ଜୋର ମନ୍ଥନ କରିବ ଦରକାର ଯେମିତିକି ସବୁ ଜାଗାରେ ଆପଣଙ୍କ ସ୍ପର୍ଶ ହୋଇ ପାରିବ ଆଉ ମହିଳାଙ୍କ କାମନା ବଢିଚାଲିବ |
୯. ଆପଣଙ୍କ ଜିଭ ଆଉ ହାତରେ ଥାଏ ଅଜବ ଯାଦୁ :
ଆପଣ ମହିଳାଙ୍କୁ ନିଜର ଜିଭ ଆଉ ହାତର ପ୍ରେମଭରା ଅନୁଭବ ଦେଇ ମଧ୍ୟ୍ୟ ଉତେଜିତ କରିପାରିବେ | ମହିଳାଙ୍କ ଶରୀର ସମ୍ବେଦନାଶିଳ ଅଙ୍ଗରେ ପୁରୁଷଙ୍କ ହାତର ସ୍ପର୍ଶ ବାଜିବା ମାତ୍ରେ ଦେହରେ ଅଦ୍ଭୁତ ତରଙ୍ଗ ସୃଷ୍ଟି ହୁଏ ଯାହା କାମୁକ ମନ ବୃତିକୁ ଜଗାଏ | ମହିଳାଙ୍କ ସ୍ତନକୁ ଜିଭରେ ଅଳ୍ପ ଅଳ୍ପ ସୁଆଁଳନ୍ତୁ ଦେଖିବେ ସେ ଆପଣଙ୍କୁ କୁଣ୍ଢେଇ ନେବେ ଜୀନା ଛାତିକୁ |
୧୦. ଗଳା, ସ୍ତନ ଓ ଜଙ୍ଘ ପାଖାପାଖି ଚୁମ୍ବନ ଦିଅନ୍ତୁ :
ତାଙ୍କ ଗଳାରେ, ଜଙ୍ଘ ସନ୍ଧି, ସ୍ତନ ଆଦି ପାଖରେ କିସ କରନ୍ତୁ | ଏଥିରେ ମଧ୍ୟ୍ୟ ଅଳ୍ପ ସମୟ ମଧ୍ୟରେ ସାଥୀକୁ ଉତେଜିତ କରିବାର କ୍ଷମତା ଥାଏ |

ଫୋରପ୍ଲେ କରିବାର ଲାଭ:

ସବୁ ସମ୍ପର୍କରେ କିଛିଟା ମଧୁର ମୃହୁତ୍ୱ ରହିଥାଏ | ଫୋରପ୍ଲେ ମଧ୍ୟ୍ୟ ଆପଣଙ୍କ ଜୀବନର ଏମିତି ଏକ ଖାସ ମୃହୁତ୍ୱ ଯାହା ଆପଣ ଆଉ ଆପଣଙ୍କ ସାଥି ମିଳିତ ଭାବେ ଅପୂର୍ବ ଆନନ୍ଦର ଅନୁଭବ କରନ୍ତି | ମନଵୈଜ୍ଞାନିକଙ୍କ ମତରେ ସବୁ ପୁରୁଷ ମହିଳାଙ୍କୁ ଚରମ ସୁଖ ପ୍ରଦାନ କରିବାକୁ କିଛି ସମୟ ନିଶ୍ଚିତ ଲାଗେ | ଏଥିପାଇଁ ମହିଳାଙ୍କୁ ପୂର୍ଣ୍ଣ ସନ୍ତୁଷ୍ଟି ଦେବାକୁ ହେଲେ ଫୋରପ୍ଲେ ନିହାତି ଆବଶ୍ୟକ ଯାହା ସ୍ୱାଭାବିକ ଭାବେ ହୋଇଥାଏ |
ପୁରୁଷଙ୍କୁ କେବଳ ସେକ୍ସ ସମ୍ବନ୍ଧରେ ଭାବିବା ମାତ୍ରେ ସେକ୍ସ କରିବାର ଇଛା ଜାଗେ ହେଲେ ମହିଳାଙ୍କୁ ଏଠି ପାଇଁ କିଛି ସମୟ ଲାଗେ | ଫୋରପ୍ଲେ ସାଥୀକୁ ମନୀଷିକ ଓ ଶାରୀରିକ ସ୍ଥରରେ ଯୌନ କାର୍ଯ୍ୟକୁ ସଫଳରୂପେ ସକ୍ରିୟ କରେ | କିଛି ମହିଳାଙ୍କୁ ଚୁମ୍ବନ କଲେ, କୁଂଢ଼େଇନେଲେ, କିମ୍ବା ସୁଆଁଳିଲା ମାତ୍ରେ ତାଙ୍କ ଯୋନିରୁ ତରଳ ପଦାର୍ଥ ବାହାରି ଆସେ | ସେହି ତରଳ ପଦାର୍ଥ ସେକ୍ସ ସମୟରେ ସଫଳ ମିଳନ ପାଇଁ ବହୁତ ଜରୁରୀ ହୋଇଥାଏ |
ମହିଳାଙ୍କ ଯୋନି ପାଖରେ ନାସାରେ ଶକ୍ତ ପ୍ରବାହ ପାଇଁ ହିଁ ଫୋରପ୍ଲେ କରାଯାଇଥାଏ | ଏଥିରେ ମହିଳାଙ୍କ ଉତ୍ତେଜନା ବଢିଯାଏ ଆଉ ଏହି ଉତ୍ତେଜନା ହିଁ ଚରମ ଆନନ୍ଦ ପ୍ରାପ୍ତ କରିବାର ରାସ୍ତା ବନିଥାଏ |
ବିଶେଷଜ୍ଞଙ୍କ ମତରେ ମହିଳା ମାନେ ସେକ୍ସ କରିବା ପୂର୍ବରୁ ସାଥି ସହିତ ଭାବାତ୍ମକ ଭାବେ ବିଶ୍ୱାସର ସହିତ ଜଡିତ ହେଇଯାଆନ୍ତି| ଏଥିରୁ ସେମାନେ ବୁଝିପାରନ୍ତିକି ତାଙ୍କ ସାଥି ତାଙ୍କ ସହ ସାଥି ହୋଇ ରହିବାକୁ ଚାଁହୁଛନ୍ତି କି ନାଇଁ | ଫୋରପ୍ଲେ ହିଁ ସେହି ସୁଯୋଗ ଯାହା ଦ୍ୱାରା ସାଥୀର ମନରେ ବିଶ୍ୱାସ ଜଗା ଯାଇ ପାରେ ଓ ସାଥୀର ଭରଷା ମଧ୍ୟ୍ୟ ଜିତିବା ସମ୍ଭବ ହୁଏ |

କେତେ ସମୟ ପାଇଁ ଫୋରପ୍ଲେ କରିବା ଆବଶ୍ୟକ ?:

କିଛି ବିଶେଷଜ୍ଞଙ୍କ ମତରେ ଦମ୍ପନ୍ତି ବା ପ୍ରେମୀ ଯୁଗଳଙ୍କୁ ୧୦ ରୁ ୨୦ ମିନିଟ ଫୋରପ୍ଲେ କରିବା ଆବଶ୍ୟକ | କିନ୍ତୁ ଏହା ସମ୍ପୂର୍ଣ ରୂପେ ଆପଣ ଓ ଆପଣଙ୍କ ସାଥୀର ଭାବନା ଓ ବ୍ୟାକୁଳତା ଉପରେ ନିର୍ଭରଶୀଳ | କିଛି ମହିଳାଙ୍କ ବହୁ ଶୀଘ୍ର ଉତେଜିତ ହୁଅନ୍ତି ଆଉ କିଛି ମହିଳା ଉତେଜିତ ହେବାର ଚରମ ସୀମାରେ ପଂହଁଚିବା ଲାଗି ବହୁତ ସମୟ ଲାଗେ | ବ୍ୟକ୍ତି ଓ ମହିଳା ସମାନ ଥାଇ ମଧ୍ୟ୍ୟ ସମୟକୁ ନେଇ ମଧ୍ୟ୍ୟ ଉତ୍ତେଜନା ସୃଷ୍ଟିର ସମୟରେ ବିଳମ୍ବତା ଆସିପାରେ |

ଫୋରପ୍ଲେ କୁ ନେଇ ପୁରୁଷଙ୍କ ଭୁଲ ଧାରଣା:

ଯୌନ ସମ୍ଭୋଗରେ ପ୍ରାୟ ପରିଲିକ୍ଷିତ ହୁଏ ପୁରୁଷ ସାଥି ( ମହିଳା ମଧ୍ୟ୍ୟ ) ସେକ୍ସ କୁ ସାଧାରଣ କାମ ଭାବି ଜଲଦି ଶେଷ କରିଦିଅନ୍ତି | କିନ୍ତୁ ମହିଳା ସାଥି ଆଶା କରିକି ତାଙ୍କ ଯୌନ ସାଥି ତାଙ୍କ ସହ ଅଧିକରୁ ଅଧିକ ଫୋରପ୍ଲେ ରେ ସମୟ ବିତାଉ | ଫୋରପ୍ଲେ କୁ ନେଇ ପୁରୁଷଙ୍କ ଭିତରେ କିଛି ଭୁଲ ଧାରଣା ରହିଛି ଚାଲନ୍ତୁ ସେ ସବୁ କୁ ଆଲୋଚନା କରିବା |
୧. କିଛି ପୁରୁଷଙ୍କୁ ଫୋରପ୍ଲେ ରେ ରୁଚି ନଥାଏ ଆଉ ସେମାନେ ଆରମ୍ଭରୁ ସେକ୍ସ କରିଚାଲନ୍ତି. ସେକ୍ସ କୁ ବାସ ନିତିଦିନିଆ କାମ ବୋଲି ମନେ କରନ୍ତି | କିନ୍ତୁ ପ୍ରାୟ ନାରୀଙ୍କୁ ପୁରୁଷଙ୍କ ଫୋରପ୍ଲେ ଭଲ ଲାଗେ ଆଉ ସେଥିରେ ଆଶା ଥାଏ | ଯେତେବେଳେ ଆପଣ ସାଥି ସହ ସେକ୍ସ କରିବାକୁ ଚାଁହୁଛନ୍ତି ତେବେ ଆପଣଙ୍କୁ ତାଙ୍କ ପ୍ରତି ତାଙ୍କ ସୁଖ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ |
୨. ସାଥି ସହ ସେକ୍ସ କରିବା ବେଳେ କିଛି ପୁରୁଷ ସାଥି ସହ ଆଦ୍ଵଂ ପ୍ରେମ ଭରା କଥାବାର୍ତା କରନ୍ତି ନାହିଁ | ଯାହାକି ପୁରୁଷଙ୍କ ସବୁଠାରୁ ବଡ ଭୁଲ | ବିଶେଷଜ୍ଞନ ଙ୍କ କହିବା ଅନୁଯାଇ ଏଥିରେ ମହିଳା ଭାବନ୍ତି ତାଙ୍କ ସ୍ୱାମୀ କେବଳ ତାଙ୍କୁ ଶାରୀରିକ ସୁଖ ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରେମ କରନ୍ତିନି | ଯଦି ଗୋଟେ ସୁଖମୟ ଯୌନକ୍ରୀଡା କରିବାକୁ ଚାଁହୁଛନ୍ତି ତେବେ ସାଥି ସହ ଧିମି ଧିମି ଫୁସ ଫୁସ ଆବାଜରେ କଥା ହେଇ ତାଙ୍କ ମନ କଥା ଜଣାନତୁ | ତାଙ୍କ ମନକୁ ବୁଝି ଯୌନ କ୍ରୀଡା କରନ୍ତୁ |
୩. କିଛି ପୁରୁଷ ସେକ୍ସ କଲାବେଳେ ମହିଳା ସାଥି ସହ ଜବରଦସ୍ତି କରନ୍ତି, ଏହି ଭଳି ବ୍ୟବହାରରେ ମହିଳାମାନଙ୍କ ହୃଦୟ ଭାଙ୍ଗି ପଡେ ବେଳେ ବେଳେ କିଛି ମହିଳା କାନ୍ଦିବାକୁ ଲାଗନ୍ତି ଆଉ କିଛି ସେ ସମୟରେ ସହଯୋଗ କଲେ ମଧ୍ୟ୍ୟ ପଛରେ ପୁରୁଷ ସାଥି ପ୍ରତି ତାଙ୍କ ଆଶା ଭରଷା କମି ଯାଏ ଯାହା ସମ୍ପର୍କରେ ବିପତି ଆଣିବାର ଆଶଙ୍କା ଥାଏ | ବେଳେ ବେଳେ ମହିଳା ମାନେ ଜବରଦସ୍ତି ସେକ୍ସ ରେ ବି ରାଜି ହୋଇଯାଆନ୍ତି ହେଲେ ଏହି ପ୍ରକ୍ରିୟା ବାରମ୍ବାର ହେଲେ ସେ ଆପଣଙ୍କୁ ପରପୁରୁଷ ଭଳି ଘୃଣା କାରି ପାରନ୍ତି |
୪. କିଛି କ୍ଷେତ୍ରରେ ପୁରୁଷ କିଛି ନିର୍ଦ୍ଧିଷ୍ଟ ଜାଗା କିମ୍ବା କିଛି ନିର୍ଦ୍ଧିଷ୍ଟ ସମୟରେ ସେକ୍ସ କରନ୍ତି | ଯାହାକୁ ନେଇ ମହିଳାଙ୍କୁ ରୋମାଞ୍ଚ ମିଳିନଥାଏ ଓ ସେ ନୂଆ ଜାଗା ଓ ଅଲଗା ଅଲଗା ସମୟରେ ସେକ୍ସ କରିବାକୁ ଭଲ ପାଆନ୍ତି | କିନ୍ତୁ ପୁରୁଷଙ୍କ ଭାବନାରେ ଏହି କଥା କେବେ ଆସିନଥାଏ |
୫. ସେକ୍ସ କରିବା ସମୟରେ ଭୁଲ କୁ ସୁଧାରିବାକୁ ପ୍ରୟାସ କଲେ ଆପଣଙ୍କ ମଧ୍ୟରେ ସାମଞ୍ଜସ୍ୟ ବଢିବା ସହ ସମ୍ପର୍କରେ ଅତ୍ମୀୟତା ମଧ୍ୟ୍ୟ ରହିବ | ବାସ୍ତବରେ ଯୌନ ମଧ୍ୟ୍ୟ ପ୍ରେମ ଭଳି ଭାବ ଓ ଶରୀରର ଉତ୍କଣ୍ଠାର ଆଦାନ ପ୍ରଦାନ ଯେଉଁଥିରେ ବ୍ୟବସାୟ ଭଳି ଦୁଇ ସମ୍ବନ୍ଧୀ ମଧ୍ୟରେ ଚୁକ୍ତି ହେଇଥାଏ | ଯେପର୍ଯ୍ୟନ୍ତ ଚୁକ୍ତିକୁ ଉଭୟ ଜନ ଅବମାନନା କାରି ନାହାନ୍ତି ସେ ପର୍ଯ୍ୟନ୍ତ ସମ୍ପର୍କରେ କୌଣସି ବାଧା ଆସିବା ନାହିଁ |

ଆଶା କରୁଚୁ ଆଜିର ଏହି ଯୌନ ଭିତିକ ଶିକ୍ଷା ଟିକକ ଆପଣଙ୍କୁ ଆପଣଙ୍କ ସାଥିକୁ ଖୁସିରେ ରଖିବାକୁ ସାହାଯ୍ୟ କରିବା ଆଉ କାମନା କରୁଚୁ ଆପଣଙ୍କ ଯୌନ ଜୀବନ ଖୁସିରେ ଆଗକୁ ଚାଲୁ | ଏଥିରେ ପୁରୁଣାଙ୍କ ଧ୍ୟାନଦେବା ପାଇଁ ପରବତାଇଯାଇଥିବା ବେଳେ ଏହି ସବୁ ମଧ୍ୟ୍ୟ ନାରୀମାନଙ୍କୁ କାର୍ଯ୍ୟକାରୀ କରିବାକୁ ହେବା | ଉଭୟ ଉଭୟଙ୍କ ପ୍ରତି ପ୍ରେମ ହିଁ ଆପଣଙ୍କ ସଫଳ ଜୀବନ କୁ ଆଗକୁ ଆଗେଇ ନେଇଯିବା |

[AD] Find Latest Stories Online For Free

Connection failed: Access denied for user 'd2db43901178072'@'160.153.158.145' (using password: YES)