କାହାଣୀ ଉପସ୍ଥାପନ କରନ୍ତୁ – Submit Story

କାହାଣୀ ପ୍ରକାଶନ ନିମନ୍ତେ ଉପସ୍ଥାପନା କରିବା ପୂର୍ବରୁ କିଛି ଗୁରୁତ୍ୱ କଥା ଉପରେ ଧ୍ୟାନ ଦିଅନ୍ତୁ:

ଭାଉଜ ନିମ୍ନ ପ୍ରକାରର କୌଣସି କାହାଣୀ ପ୍ରକାଶ କରିବ ନାହିଁ:

* ସମଲିଙ୍ଗୀ ପୁରୁଷ ଯୌନ
* ନାବାଳକ କିମ୍ବା ନାବାଳିକା ଯୌନ ସମ୍ବନ୍ଧୀୟ
* ପଶୁ ପାଖି ଆଦିଙ୍କ ସହ ଯୌନ
* ଧର୍ଷଣ
* କାହାଣୀ ଯାହା ମହିଳା ଉତ୍ପୀଡ଼ନ କୁ ଉତ୍ସାହିତ କରୁଥାଏ
* କାହାଣୀ ଯାହା କୌଣସି ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧୀୟ
* ଜନ୍ମଦାତା କିମ୍ବା ଜନ୍ମଦାତ୍ରୀ ଙ୍କ ସହ ଯୌନ
* କାହାଣୀ ଯାହା ବିବାଦୀୟ ଘଟଣାକୁ ଅଧିକ ଉତେଜିତ କରୁଥାଏ
* କାହାଣୀ ଯାହା ଭାଉଜ କିମ୍ବା ଇଣ୍ଟେର୍ନେଟରେ ପୂର୍ବ ପ୍ରକାଶିତ

ନିମ୍ନ କାହାଣୀ ଆପଣ ମାନେ ଭାଉଜରେ ପ୍ରକାଶ ନିମନ୍ତେ ପଠାଇ ପାରିବେ:

* କାହାଣୀ ଯାହା ଲୁଚି ରହିଥିବା ଯୌନ ପିପାସାକୁ ବଢ଼େଇ ଜୀବନରେ ନୂଆ ରଙ୍ଗ ଆଣି ଦିଏ
* ଧର୍ଷଣ ଯୋଗୁଁ ଦଣ୍ଡ କୁ ପ୍ରକାଶ କରୁଥିବା କାହାଣୀ
* ବୈବାହିକ ଜୀବନକୁ ଆନନ୍ଦ ପ୍ରଦାନ କରୁଥିବା ସମ୍ଭୋଗ କାହାଣୀ
* ସମାଜରେ ଘଟିଥିବା ଓ ଘଟୁଥିବା ସତ୍ୟ ଘଟଣା କୁ ନେଇ ବଣ୍ଣିତ କାହାଣୀ

ଆପଣ ମାନେ ଭାରତୀୟ ଯେକୌଣସି ଭାଷାରେ ( ଯେମିତି କି- ଓଡ଼ିଆ, ) ଆମ ପାଖକୁ ଷ୍ଟୋରୀ ପଠେଇ ପାରିବେ | ଆପଣଙ୍କର କାହାଣୀ ୧୫୦୦ ଶବ୍ଦରୁ ଅଧିକ ହୋଇଥିବା ଆବଶ୍ୟକ | ଲେଖାର ବ୍ୟାକରଣ ପ୍ରତି ଧ୍ୟାନ ଦେବା ସହ ଯେପରି ସବୁରି ପ୍ରିୟ ହୋଇପାରିବ ସେ ପ୍ରତି ଧ୍ୟାନ ଦେବେ | ଲେଖାର ନାମ ନିଶ୍ଚିତ ରହିଥିବା ଆବଶ୍ୟକ | ସାଧାରଣତଃ ଆମେ ଲେଖାରେ ଲେଖକ ଙ୍କର ନାମ କିମ୍ବା ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିନଥାଉ | ଯଦି ଆପଣ ନିଜର ନାମ ପ୍ରକାଶ କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଜଣାଇବା ଆବଶ୍ୟକ| ଲେଖକଙ୍କର ଠିକଣା ଓ ବ୍ୟକ୍ତିଗତ ତଥ୍ୟ କୁ ନୂଆ ନୀତି ଅନୁଯାୟୀ ସମ୍ପୂର୍ଣ ଗୋପନ ରଖାଯିବ | ଯଦି ଚାହିଁବେ କେବଳ ଇମେଲ ପ୍ରକାଶ କରିପାରିବେ ଏବଂ ତାହା ସେହି ଇମେଲ ହୋଇଥିବା ଆବଶ୍ୟକ ଯାହା ଯୋଗେ ଆପଣ ଆମ ନିକଟକୁ ମେଲ ପଠାଇଥିବେ |

ଯଦି ଆପଣ ନିଜର ଯୌନ ଭିତିକ ବହି ପ୍ରକାଶ କରିବାକୁ ଚାଁହୁଛି ତେବେ ତାହାର .doc, .docx ଫାଇଲ ଆମକୁ ପଠାନ୍ତୁ |

ନିମ୍ନରେ ଦର୍ଶାଯାଇଥିବା ଫର୍ମରେ ଆପଣଙ୍କ କାହାଣୀ ଲେଖନ୍ତୁ |